ପାରାଦୀପରୁ ସମ୍ବିତ ରାଉତରାୟ

ବିଜେଡିର ୧୮ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ବିଜେଡିର ତା’ର ବିଧାନସଭା ଲାଗି ବାକି ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକା ଘୋଷଣା କରିଛନ୍ତି । ସବୁ କଳ୍ପନାଜଳ୍ପନା ଶେଷରେ ପାରାଦୀପରୁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ । ସେହିପରି ତିର୍ତୋଲରୁ ଦଳର ବରିଷ୍ଠ ନେତା ବିଷ୍ଣୁ ଦାସଙ୍କୁ ପୁଣିଥରେ ଟିକେଟ ଦେଇଛି ବିଜେଡି ।
ରାଜନଗର- ଧୃବ ସାହୁ
ବଡ଼ଚଣା- ଅମର ଶତପଥୀ
ସୋର-ପର୍ଶୁରାମ ଧଡ଼ା
ପୁରୀ- ମହେଶ୍ୱର ମହାନ୍ତି
ଜଟଣୀ- ବିଭୂତି ବଳବନ୍ତରାୟ
ବାରବାଟୀ କଟକ- ଦେବାଶିଷ ସାମନ୍ତରାୟ
କଟକ ସଦର- ଚନ୍ଦ୍ରସାରଥୀ ବେହେରା
ରେଙ୍ଗାଲୀ- ରୀନା ତନ୍ତୀ
ଯଶୀପୁର- ଗୋଲକ ବିହାରୀ ନାୟକ
ବାଙ୍ଗିରିପୋଷି-ସୁଦାମ ମାରାଣ୍ଡି
ସାରସକଣା-ଅମରସିଂ ଟୁଡୁ
ଉଦଳା-ଶ୍ରୀନାଥ ସୋରେନ
ବାଲେଶ୍ୱର-ଜୀବନ ପ୍ରଦୀପ ଦାସ
ଜଳେଶ୍ୱର-ଅଶ୍ୱିନୀ ପାତ୍ର
ବଡ଼ସାହି- ବୃନ୍ଦାବନ ଦାସ
ଭଦ୍ରକ- ସଞ୍ଜୀବ ମଲ୍ଲିକ

Leave A Reply

Your email address will not be published.