ଦିନ ଦ୍ବିପ୍ରହରରେ ଷ୍ଟିଲ୍ ସିଟିରେ ଗଡିଲା ମୁଣ୍ଡ । ଧାରୁଆ ଅସ୍ତ୍ରରେ ବେକ କାଟି ଜଣଙ୍କୁ ହତ୍ୟା କଲେ ଦୁର୍ବୁତ୍ତ । ରାଉରକେଲାରେ ସେକ୍ଟର ୨୧ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଆରଜିଏଚରେ ପହଞ୍ଚିବା ପରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ହେଉଛନ୍ତି ପିଣ୍ଟୁ ଶ୍ରୀବାସ୍ତବ । ତାଙ୍କ ବୟସ ୨୨ ବର୍ଷ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।
Related Posts
-
Copyright © SatyaPatha2021