ବାହାଘର ଖବରକୁ ଡ୍ୟାନିଙ୍କ ଅସ୍ବୀକାର
(ସତ୍ୟପାଠ ବ୍ୟୁରୋ)ଯାଜପୁର: ସୁକିନ୍ଦା ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରୀତିରଞ୍ଜନ ଘଡ଼ାଇ ଓରଫ (ଡ୍ୟାନି) ବିବାହ ଖବରକୁ ଅସ୍ବୀକାର କରିଛନ୍ତି । ଡାନି ଓଲିଉଡ଼ ର ଜଣେ ଅଭିନେତ୍ରୀ ଙ୍କୁ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଯାହାକୁ ଡାନି ଖଣ୍ଡନ କରିଛନ୍ତି। ଅଭିନେତ୍ରୀଙ୍କ ସହ ନିର୍ବନ୍ଧ ହୋଇଥିବା ଖବର ଭିତ୍ତିହୀନ ବୋଲି କହିଛନ୍ତି। ତା ଛଡା ଏବେ ବିବାହ ନେଇ ସେଭଳି କିଛି ଯୋଜନା ନାହିଁ … Continue reading ବାହାଘର ଖବରକୁ ଡ୍ୟାନିଙ୍କ ଅସ୍ବୀକାର
Copy and paste this URL into your WordPress site to embed
Copy and paste this code into your site to embed