ବ୍ରହ୍ମପୁର: ନିଃସ୍ବାର୍ଥପର ରୋଗୀ ସେବା ଦେଲା ସର୍ମ୍ମାନ। ବ୍ରହ୍ମପୁର ବଡ ମେଡିକାଲର ନର୍ସ ଶିବାନୀ ଦାସଙ୍କ ଏହି ନିଃସ୍ବାର୍ଥପର ରୋଗୀ ସେବା ପାଇଁ ବଡ ତ୍ୟାଗ। ଜୀବନ ସାରା ରହିଗଲେ ଅବିବାହିତ ।
ନିଃସ୍ବାର୍ଥପର ରୋଗୀ ସେବା ପାଇଁ ସେ ସବୁଠି ଚର୍ଚ୍ଚିତ । କୋରନା ଭଳି ମହାମାରୀ ସମୟରେ ରୋଗୀଙ୍କ ନିଆରା ସେବା କରି ସମଗ୍ର ଦେଶରେ ସେ ଚର୍ଚ୍ଚାକୁ ଆସିଥିଲେ । ଆଉ ଏବେ ଜାତୀୟ ଫ୍ଳୋରେନ୍ସ୍ ନାଇଟ୍ଏଙ୍ଗେଲ୍ ପୁରସ୍କାର ତାଙ୍କୁ ମିଳିଛି ।
ରାଷ୍ଟ୍ରପତି ଦୌପଦୀ ମୂର୍ମ ଏହି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।





