ରାଜ୍ୟରେ OBC, SEBC ବର୍ଗର ଲୋକଙ୍କୁ ଘୃଣା କରନ୍ତି ନବୀନ: କଂଗ୍ରେସ
। ୨୦୦୬ ରୁ ଓବିସି କମିଶନଙ୍କୁ ଅଚଳ କରି ରଖିଛନ୍ତି ରାଜ୍ୟ ସରକାର । ୨୦୧୧ ରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଏଯାଏଁ ପାଳନ କରିନାହାନ୍ତି ସରକାର । ୨୦୧୨ ରେ ସରକାର କମିଶନ ଗଠନ ନେଇ ହାଇକୋର୍ଟକୁ ମିଛ ମଧ୍ୟ କହିଛନ୍ତି ସରକାର ଜାନୁଆରୀ ୨୦୨୦ ର ରାଜ୍ୟ କ୍ୟାବିନେଟ୍ ନିଷ୍ପତି ଅର୍ଥାତ୍ ୨୦୨୧ ରେ ହେବାକୁ ଥିବା ଜନଗଣନା ସମୟରେ OBC ଓ SEBC ସ୍ୱତନ୍ତ୍ର ଭାବରେ ଏମାନଙ୍କୁ ଗଣନା କରିବା ପାଇଁ କେନ୍ଦ୍ରକୁ … Continue reading ରାଜ୍ୟରେ OBC, SEBC ବର୍ଗର ଲୋକଙ୍କୁ ଘୃଣା କରନ୍ତି ନବୀନ: କଂଗ୍ରେସ
Copy and paste this URL into your WordPress site to embed
Copy and paste this code into your site to embed