ମିଳିଗଲା ଜୀବନସାଥୀ: ଖୁବଶୀଘ୍ର ଡ୍ୟାନିଙ୍କ ବାହାଘର

(ସତ୍ୟପାଠ ବ୍ୟୁରୋ) ଯାଜପୁର: ଶେଷରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ଘରେ ବାଜିବ ସାହାନାଇଁ। ଅଭିନେତ୍ରୀଙ୍କ ହାତ ଧରିବେ ନେତା। ଖୁଆଶୀଘ୍ର ବହାହେବେ ପ୍ରଫୁଲ୍ଲଙ୍କ ସାନ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ଓରଫ ଡ୍ୟାନି। । ସରିଛି ନିର୍ବନ୍ଧ, ଖୁବଶୀଘ୍ର ବାହାଘର ଡ୍ୟାନି ଘଡାଇଙ୍କ ବାହାଘର ଚୁଡ଼ାନ୍ତ ହୋଇସାରିଛି। ଏପରିକି ନିର୍ବନ୍ଧ ବି ହୋଇସାରିଥିବ ବିଶେଷ ସୂତ୍ରରୁ ସୂଚନା ମିଳିଛି। ଖୁବଶୀଘ୍ର ଘଡାଇ ପରିବାରର ସାନ ବୋହୁ ହେବେ ଜଣେ ବଙ୍ଗୀୟ ଅଭିନେତ୍ରୀ। । … Continue reading ମିଳିଗଲା ଜୀବନସାଥୀ: ଖୁବଶୀଘ୍ର ଡ୍ୟାନିଙ୍କ ବାହାଘର