ନବୀନଙ୍କ ଅବୈଧ ସୃଷ୍ଟି 5-T ସଚିବ : EXCLUSIVE

ଓଡ଼ିଶା ଗଣମାଧ୍ୟମ ଓ ରାଜନୈତିକ ମହଲରେ ଯଦି କୌଣସି ଗୋଟିଏ ପ୍ରସଙ୍ଗ ବା ପଦବୀ ସବୁଠୁ ଅଧିକ ଚର୍ଚ୍ଚାରେ ଅଛି ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରଶାସନ ପରିଚାଳନାର ନୂତନ ସୃଷ୍ଟି 5-ଟି ଆଉ 5-ଟି ସଚିବ ପଦବୀ । ଯେଭଳି ଢଙ୍କରେ ନବୀନ ବାବୁ 3-ଟିରୁ ନିର୍ବାଚନ ପରେ 5-ଟି ସୂତ୍ର ବାହାର କଲେ ସମସ୍ତେ ଭାବୁଥିଲେ ନବୀନ ବାବୁ ବୋଧେ ରାଜ୍ୟ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ଏକ ନୂତନ ମ୍ୟାନେଜମେଣ୍ଟ ଥିଓରି ଆବିସ୍କାର କରିଛନ୍ତି  । … Continue reading ନବୀନଙ୍କ ଅବୈଧ ସୃଷ୍ଟି 5-T ସଚିବ : EXCLUSIVE