ସତ୍ୟପାଠର ପ୍ରଭାବ: ଶେଷରେ ମାନିଲେ ସରକାର, ପାଣ୍ଡିଆନ ନୁହନ୍ତି 5-ଟି ସଚିବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ସତ୍ୟପାଠ ନ୍ୟୁଜ୍‌ର ପ୍ରଭାବ । 2000 ମସିହା ବ୍ୟାଚ୍‌ ଆଇଏଏସ୍ ଅଫିସର ଭି. କାର୍ତ୍ତିକେଆନ ପାଣ୍ଡିଆନ ପ୍ରକୃତରେ 5-ଟି ସଚିବ ନୁହନ୍ତି । ଏହି ସୂଚନା ଏବେ ଅଫିସିଆଲ । ଖୋଦ ରାଜ୍ୟ ସରକାର ନିଜେ ସ୍ବୀକାର କରିବା ସହ ପାଣ୍ଡିଆନ ଯେ 5-ଟିର ସଚିବ ନୁହନ୍ତି ଏହାର ଲିଖିତ ଜବାବ ମଧ୍ୟ ଦେଇଛନ୍ତି । ଗତ ଜୁଲାଇ 29 ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ପାଣ୍ଡିଆନଙ୍କୁ 5-ଟିର ଦାୟିତ୍ବ ଦିଆଗଲା ବୋଲି … Continue reading ସତ୍ୟପାଠର ପ୍ରଭାବ: ଶେଷରେ ମାନିଲେ ସରକାର, ପାଣ୍ଡିଆନ ନୁହନ୍ତି 5-ଟି ସଚିବ