ନୂଆପଡ଼ାରେ ପ୍ରଚାର କରିବେ ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କରିବେ ଅଖିଳେଶ ଯାଦବ । ଗତକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ପ୍ରଚାର କରିଥିଲେ। ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ପ୍ରଚାର କରିଛନ୍ତି। ଦିନକ ପରେ ଅର୍ଥାତ ନଭେମ୍ବର ୯ ତାରିଖ ଦିନ ଅଖିଳେଶ ଯାଦବ ପ୍ରଚାର କରିବେ।

ସେ ଦଳୀୟ ପ୍ରାର୍ଥୀ ତଥା ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ପ୍ରଚାର କରିବେ। ଏହି ଅମସରରେ ସେନୂଆପଡ଼ା ପୁଲିସ ପଡ଼ିଆରେ ଜନସଭାକୁ ସମ୍ବୋଧିତ କରିବେ।

Related Posts