ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ, ୨୨ ଶିଶୁ ମୃତ
ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ଦେଖାଯାଇଛି । ଏହି ଭାଇରସ୍ ଯୋଗୁଁ ପ୍ରାୟ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଗୁଜରାଟରେ ମାରାତ୍ମକ ଚାନ୍ଦିପୁରା ଭାଇରସର ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ।
ଗୁଜରାଟରେ ଚାନ୍ଦିପୁରା ଭାଇରସ୍ ଆତଙ୍କ ଦେଖାଯାଇଛି । ଏହି ଭାଇରସ୍ ଯୋଗୁଁ ପ୍ରାୟ ୨୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଗୁଜରାଟରେ ମାରାତ୍ମକ ଚାନ୍ଦିପୁରା ଭାଇରସର ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ।
ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ନେଇ ସୂଚନା ମିଳିଛି। ଏ ନେଇ ଏବେ କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି । ଘାଟିରେ ପୁଣି ଏକ ବଡ଼ ଧରଣର ଆକ୍ରମଣର ଷଡ଼ଯନ୍ତ୍ର ରଚାଯାଉଥିବା ନେଇ ଗୁପ୍ତଚର ସୂଚନା ମିଳିବା ପରେ ଅନେକ ସମ୍ବେଦନଶୀଳ ଅଞ୍ଚଳ, ଆଡ୍ଡା ଏବଂ ରାସ୍ତାଗୁଡ଼ିକୁ ଚିହ୍ନଟ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଚଳିତ ବନ୍ୟା ପରିସ୍ଥିତିରେ ପ୍ରଭାବିତ ପ୍ରତ୍ୟେକ ପରିବାରଙ୍କ ପାଖରେ ରାଜ୍ୟ ସରକାର ଦୃଢ଼ତାର ସହ ଛିଡ଼ା ହୋଇଛନ୍ତି। ବନ୍ୟା ମୁକାବିଲା, ଉଦ୍ଧାର, ରିଲିଫ୍ ଓ ପୁନର୍ବାସ କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା
ଭୁବନେଶ୍ୱର, ୦୩/୦୮/୨୦୨୬: ପ୍ରଭୁ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ହେରିଟେଜ ତା…
୩ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇଛି। ଗୁଜରାଟ ଭଦୋଦରାର ମଞ୍ଜଲପୁର ବିଧାନସଭା ଆସନକୁ ଭାରତୀୟ ଜନତା ପାର୍ଟି ପୁଣି ନିଜ ଦଖଲକୁ ନେଇଛି। ବିଜେପି ପ୍ରାର୍ଥୀ ସତୀଶ ପଟେଲ ୩୦,୦୦୦ ରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଭିଖାଭାଇ ରାବାରୀଙ୍କୁ ପରାସ୍ତ କରିଛନ୍ତି।
ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ଆସନ୍ତାକାଲି ଗଞ୍ଜାମ ଯିବାର କାର୍ଯ୍ୟକ୍ରମ ରହିଛି। ଗଞ୍ଜାମ ଜିଲ୍ଲା ତପ୍ତପାଣି ପୀଠରେ ମା କନ୍ଧୁଣି ଦେବୀଙ୍କ ଦର୍ଶନ କରିବେ । ଏଥିନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଡ଼ାକଡ଼ି ହୋଇଛି । ପାଖାପାଖି ୫୦ ପ୍ଲାଟୁନ ଫୋର୍ସ ଏଥିପାଇଁ ନିୟୋଜିତ ହେବେ ।
ପ୍ରବଳ ବର୍ଷା ଯୋଗୁ କେରଳରେ ବନ୍ୟା ବିଭିଷିକା। କେଉଁଠି ଭୂସ୍ଖଳନ ତ କେଉଁଠି ଜଳବନ୍ଦି ସମସ୍ୟାରେ ଲୋକେ ଜୁଝି ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ ।
ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଓ କଟକରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ।
ଭୁବନେଶ୍ୱର, ୩୧/୦୭/୨୦୨୬: ନୀଳାଦ୍ରି ବିଜେରେ ଚାହାଣୀ ମଣ୍ଡପକୁ ବିଜେପି ନେତାଙ୍କ ପ୍ରବେଶକୁ ନେଇ ଥା…
ଭୁବନେଶ୍ୱର: ଭାରତୀୟ ହକି ଦଳର ଆଇକନିକ୍ 'ନୀଳ' (Blue) ଜର୍ସିକୁ ହଟାଇ ଗେରୁଆ (Saffron) ରଙ୍ଗର ଜର…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଟ୍ ପ୍ରଶ୍ନପତ୍ର ଲିକ୍କୁ ନେଇ ଦେଶସାରା ମୁଣ୍ଡ ଟେକିଥିବା ଆନ୍ଦୋ…
ଭୁବନେଶ୍ୱର, ୨୯/୦୭/୨୦୨୬: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ…
ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ୁଲାଣି ମାଓ ଗଡ଼। କାଁ ଭାଁ କେଉଁଠି ଛପି ଥିଲେ, ସେମାନେ ବି ମୁଖ୍ୟସ୍ରୋତରେ ସାମିଲ ପାଇଁ ଆଗେଇ ଆସୁଛନ୍ତି। ଦେଶକୁ ସମ୍ପୂର୍ଣ୍ଣ ମାଓ ମୁକ୍ତ କରିବା କେନ୍ଦ୍ର ସରକାରଙ୍କ ଏକ ବଡ଼ ସଫଳତା ବୋଲି କୁହାଯାଇପାରେ। ଝାଡ଼ଖଣ୍ଡରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ନିଷିଦ୍ଧ ସଂଗଠନ ସିପିଆଇ (ମାଓବାଦୀ) ସହ ଜଡିତ ୧୮ ଜଣ ନକ୍ସଲ ହିଂସାର ପଥ ଛାଡ଼ି ମୁଖ୍ୟଧାରାକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି ।
ବିହାରରେ ଛାତ୍ର ପ୍ରତିବାଦବେଳେ ଫୁଟିଥିଲା ଏକେ-୪୭ରୁ ଗୁଳି । ୬ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଅଭିଯୋଗ ହୋଇଥିବାବେଳେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି।
ଆମେରିକାର ସିଆଟେଲରେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତତାୟୀ। ସହରର ସବୁଠାରୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ, ସ୍ପେସ୍ ନିଡଲ୍ ନିକଟରେ ଆୟୋଜିତ ଏକ ଖାଦ୍ୟ ମହୋତ୍ସବରେ ଅଚାନକ ଗୁଳିକାଣ୍ଡ ଘଟିଛି। ଏହି ଆକ୍ରମଣରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଦୁଇ ବର୍ଷର ଶିଶୁ ସମେତ ତିନି ଜଣ ମହିଳା ଏବଂ ଜଣେ ୨୩ ବର୍ଷୀୟ ପୁରୁଷ ଆହତ ହୋଇଛନ୍ତି।
ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ହୀରାକୁଦ ଜଳଭଣ୍ଡାର ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଓ ଆକର୍ଷଣୀୟ ରୂପରେ ସଜେଇ ହେବାକୁ ଯାଉଛି l ଏଣିକି କେରଳ କିମ୍ବା କୋଲକାତା ନୁହେଁ, ବରଂ ସମ୍ବଲପୁର ସ୍ଥିତ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ମଧ୍ୟରେ ପର୍ଯ୍ୟଟକମାନେ ହାଉସବୋଟ୍ର ଭରପୂର ଆନନ୍ଦ ନେଇପାରିବେ l