ବିହାର ବିଧାନସଭା ନିର୍ବାଚନ; ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ, ୧୨୧ ଆସନରେ ମତଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଦେଇଛନ୍ତି। ଶାସକ ଏନ୍‌ଡିଏ ମେଣ୍ଟ‌ରେ ବିଜେପି, ଜେଡିୟୁ, ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି), ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା (ହାମ୍‌) ଏବଂ ଆଲ୍‌ଏଲ୍‌ଏମ୍‌(ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା) ଥିବ‌ାବେଳେ ବିରୋଧୀ ମହାମେଣ୍ଟରେ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି), ବିକାଶଶୀଳ ଇନ୍‌ସାନ ପାର୍ଟି (ଭିଆଇପି) ବାମ ଦଳ ସିପିଆଇ, ସିପିଆଇ-ଏମ୍‌ଏଲ ଏବଂ ସିପିଆଇ(ଏମ୍‌) ଅଛି।

ପ୍ରଥମ ପର୍ଯ୍ୟାୟରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ବୀ ଯାଦବ, ୨ ଜଣ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ରାଟ ଚୌଧାରୀ ଏବଂ ବିଜୟ ସିହ୍ନା, ମନ୍ତ୍ରୀ ନୀତିନ ରବିନ ଏବଂ ମଙ୍ଗଳ ପାଣ୍ଡେ, ବିଜେପିର ମୈଥିଳୀ ଠାକୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମ କୃପାଳ ଯାଦବଙ୍କ ସମେତ ଅନେକ ପ୍ରମୁଖ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି ।

Related Posts