ଗୋଆ ପଲିଟିକ୍ସ; ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର; ଆଗରେ ରହିଛି କଂଗ୍ରେସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଆରମ୍ଭ ହୋଇଯାଇଛି । ଏହା ମଧ୍ୟରେ ଗୋଆରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବାର ଦେଖିବାକୁ ମିଳିଛି । ତେବେ କଂଗ୍ରେସ ଆଗରେ ରହିଛି । ୧୭ଟି ଆସନରେ ବିଜେପି ଆଗରେ ଥିବାବେଳେ କଂଗ୍ରେସ ୧୮ଟି ଆସନରେ ଆଗରେ ରହିଛି । ସେପଟେ ଟିଏମସି ମିଳିତ ମଞ୍ଚ ଚାରିଟିରେ ଏବଂ ଅନ୍ୟମାନେ ଗୋଟିଏରେ ଆଗୁଆ ଅଛନ୍ତି ।

Related Posts