ପୁରୀ: ପୁରୀ ଜେଲରେ ଅଘଟଣ । ପୁଣି ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତକଙ୍କ ନାମ ଶିବପ୍ରସାଦ ଭୋଇ ବୋଲି ଜଣାପଡ଼ିଛି ।
ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଶିବଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

Copyright © 2026 Satya Patha