କୋରେଇ ଟ୍ରେନ୍‌ ଦୁର୍ଘଟଣା ଘଟଣା, ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଯାଜପୁର : ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ, ଏହି ଘଟଣାକୁ ନେଇ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

ଏଥିସହ ରାତି ୧୦ଟା ସୁଦ୍ଧା ସ୍ଵାଭାବିକ ହୋଇପାରେ ରେଳ ଚଳାଚଳ । ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ସୂଚନା ଦେଇଛନ୍ତି ପୁର୍ବ ତଟ ରେଳପଥର ଜେନେରାଲ୍‌ ମ୍ୟାନେଜର ଆର ଏମ ସୁନଙ୍କର ।

Related Posts