ପାଲଲହଡାରୁ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ମୁକେଶ ପାଲ

ଭୁବନେଶ୍ୱର,୦୩/୫(ସତ୍ୟପାଠ ବ୍ୟୁରୋ): 2024, ସାଧାରଣ ନିର୍ବାଚନ ପାଇଁ ପାଲଲହଡା ଅଂଚଳ ବେଶ ଚଳ ଚଞ୍ଚଳ ହୋଇ ଉଠିଲାଣି, ବିଜେପି ବିଜେଡି ଓ କଂଗ୍ରେସ ର ତିନି ପ୍ରମୁଖ ଦଳ ଏବେ ରାଜନୀତି ରଣଙ୍ଗନ ରେ ଅବର୍ତ୍ତିନ ହେଲେଣି, ଏଠାରେ ରାଜନୀତି ର ଉଷ୍ମତା ବଢୁ ଥିବା ବେଳେ କଂଗ୍ରେସ ଏବେ ବହୁ ପଛରେ ପଡି ଯାଇଛି ମାତ୍ର , ବିଜେପି ଓ ବିଜେଡି ମଧ୍ୟ ରେ ଏବେ କଡା ଟକ୍କର ହେବା କୁ ଯାଉଛି, ପନ୍ଦର ବର୍ଷ ବିଜେଡି ଅଧୀନ ରେ ଥିବା ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଏବେ ପୁଣି ବିଜେଡି ର ବାଜିମାତ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି, l ଆଜି ବିଜେଡି ଲୋକ ପ୍ରିୟ ଯୁବ ବିଧାୟକ ମୁକେଶ କୁମାର ପାଲ ଦଶ ହଜାର ରୁ ଉର୍ଦ୍ଧ ବିଜେଡି କର୍ମୀ ଙ୍କୁ ନେଇ ଏକ ବିରାଟ ପଟୁଆର ରେ ପାଲଲହଡା ଶିବ ମନ୍ଦିର ପ୍ରାଙ୍ଗଣ ରୁ ବାହାରି ବଜାର ମାଆ କୁଣ୍ଢେଇ ବିରା ଛକ, ମେଡିକାଲ ଛକ ଓ ବସ ଷ୍ଟାଣ୍ଡ ହୋଇ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଦିନ ଗୋଟଏ ସମୟ ରେ ପହଂଚି ଥିଲେ, ତାଙ୍କ ସହିତ ତାଙ୍କ ସହ ଧର୍ମିଣୀ ଉପସ୍ଥିତ ଥିବା ବେଳେ,ପାଲଲହଡା ବ୍ଲକ ଅଧକ୍ଷା ରୀନା ରାଣୀ ନାୟକ, କଣିହାଁ ବ୍ଲକ ଅଧକ୍ଷ ରାମକୃଷ୍ଣ ନାୟକ ଓ ପାଞ୍ଚ ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟା ଙ୍କ ସମେତ ଅନଗୁଳ ବିଜେଡି ଜିଲ୍ଲା ପର୍ଯ୍ୟ ବେକ୍ଷକ ଗୁନ ବିହାରୀ ଦାଶ ଉପସ୍ଥିତ ଥିଲେ, ଆଜି ର ଏଏହି ସମାବେଶ ରେ ସମଗ୍ର ଅଂଚଳ ଜନ ସମୁଦ୍ର ରେ ପରି ପୁର୍ଣ ହୋଇ ଉଠି ଥିଲା, ବିଧାୟକ ପ୍ରାଥୀ ମୁକେଶ କୁମାର ପାଲ କହି ଥିଲେ କି ଏଠି ବିରୋଧୀ ବନାମ ବିକାଶ ର ଲଢ଼ିଇ ହେବ ବିଗତ ଦିନ ରେ ଶାସକ ବିଜେଡି ଦଳ ଯଉ ବିକାଶ ର କାର୍ଯ୍ୟ କରିଛି ଆଗକୁ ମଧ୍ୟ ଜାରି ରହିବ ବୋଲି ସୂଚନା ଦେଇ ଥିଲେ, ବିଜେଡି ଏଏହି ନିର୍ବାଚନ ବହୁ ମାତ୍ରା ଭୋଟ ରେ ବିଜୟ କରିବେ ବୋଲି ଦୃଢ଼ତା ର ସହିତ କହି ଥିଲେ l

Related Posts