ମୋହନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଲା କ୍ୟାବିନେଟ୍ ଓ କାହାକୁ ମିଳିଲା ରାଷ୍ଟ୍ରପାହ୍ୟା ?

ଭୁବନେଶ୍ୱର,୧୨/୬(ସତ୍ୟପାଠ ବ୍ୟୁରୋ): ପ୍ରକାଶ ପାଇଛି ମନ୍ତ୍ରିମଣ୍ଡଳ ତାଲିକା । ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ଆଜି ୧୬ଜଣ ଶପଥ ନେବେ। ଏହି ୧୬ ଜଣଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଆଉ କିଛି ସମୟ ପରେ ଜନତା ମଇଦାନରେ ଏହିମାନେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝି ଶପଥ ନେବେ। ସେହିପରି ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏବଂ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେବେ। ତେବେ ଆସନ୍ତୁ ଜାଣିବା ଅନ୍ୟ କେଉଁମାନେ ଶପଥଗ୍ରହଣ କରିବେ।

କ୍ୟାବିନେଟ ମନ୍ତ୍ରୀ

୧) ସୁରେଶ ପୂଜାରୀ

୨) ରବି ନାରାୟଣ ନାୟକ

୩) ନିତ୍ୟାନନ୍ଦ ଗଣ୍ଡ

୪) କୃଷ୍ଣଚନ୍ଦ୍ର ପାତ୍ର

୫) ପୃଥ୍ବୀରାଜ ହରିଚନ୍ଦନ

୬) ଡ. ମୁକେଶ ମହାଲିଙ୍ଗ

୭) ବିଭୂତି ଭୂଷଣ ଜେନା

୮) ଡ. କୃଷ୍ଣଚନ୍ଦ୍ର ମହାପାତ୍ର

ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ

୧) ଗଣେଶ ରାମ ସିଂ ଖୁଣ୍ଟିଆ

୨) ସୂର୍ଯ୍ୟବଂଶୀ ସୂରଜ

୩) ପ୍ରଦୀପ ବଳସମାନ୍ତ

୪) ଗୋକୁଳାନନ୍ଦ ମଲ୍ଲିକ

୫) ସମ୍ପଦ ସ୍ବାଇଁ

Related Posts