ନୂଆପଡ଼ା ଉପନିର୍ବାଚନ, ଆଜି ଶକ୍ତି ପ୍ରଦର୍ଶନ କରିବ ବିଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଶକ୍ତି ପ୍ରଦର୍ଶନ କରିବ ବିଜେଡି । ନିର୍ବାଚନ ଉପଲକ୍ଷେ ଏକ ବିଶାଳ ରାଲି କରିବାର ଯୋଜନା କରିଛି । ତେବେ ଅକ୍ଟୋବର ୧୩ରେ ନୂଆପଡ଼ା ବିଧାନସଭା ଲାଗି ଉପନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ ନାମାଙ୍କନ ଦାଖଲ କରିନାହାନ୍ତି । ଏହିକ୍ରମରେ ଆଜି ବିଜେଡି ତରଫରୁ ବିଶାଳ ରାଲିର ଆୟୋଜନ କରାଯାଇଛି । ଯାହା ନୂଆପଡ଼ା ଶିବ ମନ୍ଦିରରୁ ଆରମ୍ଭ ହୋଇ ସବ୍‌କଲେକ୍ଟର ଅଫିସ ଯାଏଁ ଯିବ ।

Related Posts