ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନୂଆପଡ଼ା ବିଧାନସଭା ନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏହା ମଧ୍ୟରେ ଭୋଟ ଦେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ତେବେ ଲମ୍ବାଧାଡ଼ିରେ ଠିଆ ହୋଇ ଜୟ ସାଧାରଣ ମତଦାତାଙ୍କ ଭଳି ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି ଜୟ ଢୋଲକିଆ।
ପୂର୍ବରୁ ସେ ସକାଳେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ଢୋଲକିଆ ପରିବାର ସେମାନଙ୍କର ମତଦାନ କରିଛନ୍ତି।





