ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ମେୟରଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ଉଠାଇ ନେଲା ପୋଲିସ । ପୂର୍ବରୁ ମାମଲାରେ ଦୁଇ ଅପରାଧୀଙ୍କୁ ଭୁବେନଶ୍ବରରୁ ଗିରଫ କରିଥିଲା ପୋଲିସ। ଏହା ସହ ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଜଣେ କର୍ପୋରେଟର ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୋଲିସ।କୁହାଯାଉଛି ଏହି କର୍ପୋରେଟର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେହପରି ଗତ ଗୁରୁବାର ବିହାରରୁ ସୁପାରି କିଲର ତଥା ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ।

Related Posts