୮କୁ ବୃଦ୍ଧି ପାଇଲା ଓଡିଶାରେ Omicron ସଂକ୍ରମିତଙ୍କ ସଂଖ୍ୟା

ରାଜ୍ୟରେ ବଢ଼ିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା | ଏବେ ପୁଣି ରାଜ୍ୟରେ 4 ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା 8କୁ ବୃଦ୍ଧି ପାଇଛି ।

Related Posts