ନୀତିନ ନବୀନଙ୍କ ନୂତନ ଟିମ ଘୋଷଣା, ଯୁବ ବର୍ଗ ଓ ମହିଳାଙ୍କୁ ଗୁରୁତ୍ୱ ବସୁନ୍ଧରା ରାଜେ ଓ ସ୍ମୃତି ଇରାନୀଙ୍କୁ ଗୁରୁ ଦାୟିତ୍ୱ , ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ନିଯୁକ୍ତ
ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ ଘୋଷଣା ହୋଇଛି। ଏହି ଟିମରେ ଅଭିଜ୍ଞ ନେତାଙ୍କ ସହ ବହୁ ସଂଖ୍ୟକ ଯୁବ ଓ ମହିଳା ନେତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱ ଦିଆଯାଇଛି। ୨୦୨୯ ନିର୍ବାଚନକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ସଦ୍ୟ ପ୍ରକାଶିତ ତାଲିକା ଅନୁସାରେ ୧୩ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା
