ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ଲୋକସଭା ନର୍ବାଚନମଣ୍ଡଳୀରେ ଦିନ ୧୧ ଟା ସୁଦ୍ଧା ପର୍ଯ୍ୟନ୍ତ ୨୦.୭୨ ପ୍ରତିଶତ ହୋଇଛି ଭୋଟିଂ।
ଭୁବନେଶ୍ୱର କେନ୍ଦ୍ରୀୟ: ୧୬.୫୦%
ଭୁବନେଶ୍ୱର ଉତ୍ତର: ୨୧.୭୦%
ଜଟଣୀ: ୧୪.୨୦%
ଜୟଦେବ: ୨୪.୩୦%
ବେଗୁନିଆ: ୨୬.୫୦%
ଖୋର୍ଦ୍ଧା: ୧୯.୭୮%
ଏକାମ୍ରା ଭୁବନେଶ୍ୱର: ୨୧%
ଭୁବନେଶ୍ୱର ଲୋକସଭା ନର୍ବାଚନମଣ୍ଡଳୀ : ୨୦.୭୨%





