ଦିଲ୍ଲୀ: ଥରିଲା ଆଣ୍ଡାମନ ନିକୋବର ଦ୍ୱୀପପୁଞ୍ଜ । ରିକ୍ଟର ସ୍କେଲ୍ରେ ଏହାର ତିବ୍ରତା ୬.୧ । ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ଭୂମିକମ୍ପ ହୋଇଥିଲା ବୋଲି ସ୍ପଷ୍ଟ କରିଛି।
ରାତି ୨ଟା ୩୦ ସମୟରେ ଭୂମିର ୭୫ କିମି ଭିତରେ ଏହି ଭୂମିକମ୍ପ ହୋଇଥିବା ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଟୁଇଟ୍ କରି ସୂଚନା ଦେଇଛି। ଏହାଦ୍ୱାରା କୌଣସି ଧନ ଜୀବନ କ୍ଷତି ହୋଇନଥିବା ଜଣାପଡ଼ିଛି।
