ସୁପର ଓଭରରେ ଭାରତର ଚିତାକର୍ଷକ ବିଜୟ

ଭାରତ ନ୍ୟୁଜିଲାଣ୍ଡ T-20 ସିରିଜର ଆଜି ଥିଲା ତୃତୀୟ ମ୍ୟାଚ ଯାହାକୁ ଖୁବ୍ ଚିତାକର୍ଷକ ଢଙ୍ଗରେ ଭାରତ ଯିତି ନେଇଛି । ୫ ମ୍ୟାଚ ବିଶିଷ୍ଠ ଏହି ସିରିଜକୁ ଭାରତ ୩-୦ ରେ ଜିତି ଯାଇଛି । ୧୭୯ ରନର ଟାର୍ଗେକୁ ପିଛାକରି ନ୍ୟୁଜିଲାଣ୍ଡ ଦଳ ୨୦ ଓଭର ସୁଦ୍ଧା ୧୭୯ ରନ କରିବା ପରେ ସୁପର ଓଭର ମାଧ୍ୟମରେ ମ୍ୟାଚ ଶେଷ ହୋଇଥିଲା । ସୁପର ଓଭରରେ ନ୍ୟୁଜିଲାଣ୍ଡ୧୭ ରନ କରିଥିବା ବେଳେ ଭାରତୀୟ ଦଳ ପକ୍ଷରୂ ରୋହିତ ଶର୍ମା ବିଷ୍ପୋରକ ବ୍ୟାଟିଂକରି ଦଳକୁ ଜିତାଇଥିଲେ । ଗୋଟିଏ ସମୟରେ ଭାରତୀୟ ଦଳ ନିଶ୍ଚିତ ହାରିବା ସ୍ପଷ୍ଠ ହୋଇଥିବା ବେଳେ ଆଜିର ବିଜୟ ସମଗ୍ର ଦେଶବାସୀଙ୍କ ମନରେ ଖୁସି ଆଣିଦେଇଛି ।

Related Posts