ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେ’ ୭ରେ ସମ୍ରାଟ ଚୌଧୁରୀଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ । ମନ୍ତ୍ରୀ ତାଲିକାରେ କିଏ ରହିବେ ସେନେଇ ରାଜନୈତିକ ମହଲରେ କଳ୍ପନାଜଳ୍ପନା । ତେବେ ରାଜ୍ୟପାଳ ସୟଦ ଆତା ହସନୈନ ସେମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ। ସେପଟେ ବିହାରରେ ୫୦-୫୦ ଫର୍ମୁଲାରେ କ୍ଷମତା ବଣ୍ଟନ କରାଯିବ। ପାଟନାର ଗାନ୍ଧୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
