ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁନ୍ଦରପଦା ବୋମା ବିସ୍ଫୋରଣ ଘଟଣା । ଏୟାରଫିଲ୍ଡ ଥାନାରେ ଏନଆଇଏ ଟିମ୍। ତେବେ ଏୟାରଫିଲଡ ତଦନ୍ତ ରିପୋର୍ଟକୁ କଲା ଟ୍ୟାଗ ଓ ଦୁଇଦିନ ତଳେ ୧/୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏନଆଇଏ ଓ ବଛା ବଛା ଅଫିସରଙ୍କୁ ନେଇ ଗଠନ ହୋଇଛି ଓଡିଶା ଏନଆଇଏ ଟିମ ଓ ରାଜ୍ୟ ବାହାରର ଅଫିସର ଓ ଏସପି ଏଥିରେ କରିବେ ସହଯୋଗ ଓ ତଦନ୍ତ ପାଇଁ ଦିଲ୍ଲୀରୁ ଗ୍ରୀନ ସିଗନାଲ ପରେ ରୁଜୁ ହେଲା ମାମଲା ଓ ଅପରାଧିକ ଓ ଆତଙ୍କୀ ଲିଙ୍କ ନେଇ ଆରମ୍ଭ ହେଲା ଖୋଳତାଡ଼ ଓ ବିସ୍ପୋରକରେ ବୋମା ତିଆରି କରୁଥିବା ସେହେନୱାଜ ମଲ୍ଲିକର ମୃତ୍ୟୁ ହୋଇ ସାରିଛି ଓ ତାର ମାଆ ବି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ଓ ବୋମା ଭିଡ଼ିବା ବେଳେ, ଆରଡ଼ିଏକ୍ସ ବ୍ୟବହାର ହୋଇଥିଲା ବୋଲି ସ୍ପଷ୍ଟ ହୋଇଛି।