କମିଶନ ଏବେ ପଙ୍ଗୁ : ଡାକ୍ତର ଅଭାବରୁ ମେଡିକାଲ ବୋର୍ଡ ବସିପାରୁନାହିଁ, ଲକ୍ଷାଧିକ ଦିବ୍ୟାଙ୍ଗ ୟୁ ଡି ଆଇ ଡି ସାର୍ଟିଫିକେଟ ରୁ ବଞ୍ଚିତ

୯/୧୨ ଭୁବନେଶ୍ୱର: ସରକାରୀ ଅବହେଳା ଏବଂ ଉଦାସୀନତା ଯୋଗୁଁ ଓଡ଼ିଶାରେ ଲକ୍ଷାଧିକ ଦିବ୍ୟାଂଗ ୟୁନିକ ଦିଜାବିଲିଟି ଆଇ ଡି ସାର୍ଟିଫିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି। ଜଣେ ଭିନକ୍ଷମ ବ୍ୟକ୍ତି ପାଇଁ ପ୍ରମାଣପତ୍ର ଟେ ଅତ୍ୟନ୍ତ ଆବଶ୍ୟକ। ଆତ୍ମନିର୍ଭରଶୀଳ ହେବାପାଇଁ ଯାହା କିଛି ସରକାରୀ ଓ ସାମାଜିକ ସୁବିଧା ଓ ସୁରକ୍ଷା ଯୋଜନା ରହିଛି ତାହାର ହିତାଧିକାରୀ ହେବାପାଇଁ ଭିନ୍ନକ୍ଷମ ପ୍ରମାଣପତ୍ର ଏବଂ ୟୁ ଡି ଆଇ ଡି କାର୍ଡ ଟେ ନିହାତି ଜରୁରୀ। ଅଥଚ ରାଜ୍ୟ ରେ ଲକ୍ଷାଧିକ ଭିନ୍ନକ୍ଷମ ଏହି ସୁବିଧାରୁ ବଂଚିତ ହେଉଛନ୍ତି। ପ୍ରଥମେ ଶାରୀରିକ ଅକ୍ଷମତା ସହ ସଂଘର୍ଷ ଏବେ ସରକାରୀ ଅବହେଳାର ଶିକାର ହେଉଛନ୍ତି ଲକ୍ଷାଧୂକ ଦିବ୍ୟାଙ୍ଗ।

ଆବେଦନର ବର୍ଷ ବିତିଗଲା ପରେ ମଧ୍ୟ ୟୁନିକ୍ ଡିଜାବିଲିଟି ଆଇଡି(ୟୁଡିଆଇଡି) ମିଳୁ ନ ଥିବାରୁ ସାମାଜିକ ସୁରକ୍ଷା ସମ୍ପର୍କିତ ସୁବିଧା ଓ ସରକାରୀ ଚାକିରୀ ପାଇଁ ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି ଲକ୍ଷାଧୂକ ଦିବ୍ୟାଙ୍ଗ । ରାଜ୍ୟ ଏ ସମ୍ପର୍କିତ ଆବେଦନ ସବୁ କେନ୍ଦ୍ରକୁ ପଠାଇ ଦେଇଥିଲେ ମଧ୍ୟ ତାହା ମିଳିପାରିନାହିଁ । ସେପଟେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ସୁପାରିସ କରୁଥିବା ମେଡିକାଲ ବୋର୍ଡରେ ସମ୍ପୂର୍ଣ୍ଣ ହେବାରେ ଡେରି ହେଉଥିବା ଅଭିଯୋଗ ହେଉଛି।୨,୨୨୯୫୬ ଜଣ ଆବେଦନକାରୀ କାର୍ଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ମଧ୍ୟ ଓଡ଼ିଶାରୁ ଲକ୍ଷାଧ୍ଵ ଆବେଦନ କେନ୍ଦ୍ର ନିକଟରେ ପଡ଼ିରହିଥିବା ବେଳେ ଠିକ୍ ସମୟରେ ତାହା ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନଥିବା ଅଭିଯୋଗ ହୋଇଛି। ସମୁଦାୟ ଆବେଦନର ୩୦.୮୪ ପ୍ରତିଶତ ବିଚାର ଅପେକ୍ଷାରେ ରହିଛି।ପଡ଼ୁଛି। ପ୍ରତିମାସରେ ଜିଲ୍ଲାସ୍ତରରେ ୫ଜଣ ଡାକ୍ତରୀ ଟିମ୍‌କୁ (ମେଡ଼ିକାଲ ସିଡିଏମଓ, ଅର୍ଥୋପେଡିକ୍, ଚକ୍ଷୁ ବିଶେଷଜ୍ଞ, ଇଏନ୍‌ଟି ବିଶେଷଜ୍ଞ, ମନୋସ୍ତତ୍ତ୍ୱବିତ୍ ଏବଂ ଅଟିଜିମ୍ ବିଶେଷଜ୍ଞ) ଙ୍କୁ ନେଇ ଏକ ବୋର୍ଡ ବସିଥାଏ। ସେଠାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଠିକ୍ ଯାଞ୍ଚ କରାଯାଇ ବିଶେଷଜ୍ଞମାନେ ନିଜର ମତାମତ ଦେବା ପରେ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥାଏ।

ତେବେ ରାଜ୍ୟର ବିଭିନ୍ନ ଜିଲ୍ଲା ଭିନ୍ନ ଭିନ୍ନ ଡାକ୍ତର ଏବଂ ବିଶେଷଜ୍ଞଙ୍କ ଅଭାବ ଯୋଗୁଁ ଏହି ମେଡ଼ିକାଲ ବୋର୍ଡ ସଠିକ୍ ଭାବେ କାର୍ଯ୍ୟକାରୀ କରିପାରୁ ନାହିଁ। ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନେ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।= ଚାକିରି ଓ ସାମାଜିକ ସୁବିଧାରୁ ବଞ୍ଚିତ। ବର୍ଷ ବର୍ଷ ହେଲା ପଡ଼ିରହିଛି ଆବେଦନ॥ ମେଡିକାଲ ବୋର୍ଡ ପାଇଁ ବି ଅଟକୁଛି= ନାହାନ୍ତି ଆବଶ୍ୟକ ବିଶେଷଜ୍ଞନବରଙ୍ଗପୁର, ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ନ ଥିବା ଯୋଗୁ ପ୍ରକ୍ରିୟା ସର୍ବାଧୂକ ଆବେଦନପତ୍ର ପଡ଼ି ରହିଛି। ଫଳରେ ଭିନ୍ନକ୍ଷମ ପ୍ରମାଣପତ୍ର ପାଉନଥିବାରୁ ଭତ୍ତା ଠାରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଆରମ୍ଭ କରି ସରକାରୀ ସବୁଧାରୁ ବଞ୍ଚିତ ହେଉଛନ୍ତି।ଏନେଇ ରାଜ୍ୟ ଭିନ୍ନକ୍ଷମ କମିସନର ସୁଲୋଚନା ଦାସ କହିଛନ୍ତି ଯେ ରାଜ୍ୟରେ ଜିଲ୍ଲାସ୍ତରରେ ଭିନ୍ନକ୍ଷମମାନଙ୍କ ରିଭ୍ୟୁ କରାଯାଉଛି। ଏହାପରେ କେନ୍ଦ୍ରକୁ ପଠାଯାଉଛି। ତେବେ ୟୁଡିଆଇଡି କାର୍ଡ ଇସ୍ୟୁ କରିବା ଦାୟିତ୍ଵ କେନ୍ଦ୍ରର ହୋଇଥିବା ବେଳେ କରୋନା କାରଣରୁ ଅନେକ ଆବେଦନପତ୍ର ପଡ଼ି ରହିଛି। ଫଳରେ ଅନେକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ସରକାରୀ ଚାକିରୀ ପାଇଁ ଆବେଦନ କରିପାରୁ ନାହାନ୍ତି। କେନ୍ଦ୍ରକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ତୁରନ୍ତ ଏଥିପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ ଆଶା ରହିଛି।ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୟୁଡିଆଇଡି ସବୁଠୁ ବଡ଼ କଥା ହେଉଛି ୟୁଡିଆଇଡି କାର୍ଡ ନଥିବାରୁ କାର୍ଡ ପାଇବା ପାଇଁ କେନ୍ଦ୍ର ସରକାରଙ୍କର ‘ସ୍ବାବଲମ୍ବନ ସରକାରୀ ଚାକିରୀ ପାଇଁ ଅବେଦନ କରିପାରୁ ନାହାନ୍ତି କାର୍ଡ ଡଟ୍ ଇନ୍ ୱେବସାଇଟ୍‌ରେ ଅଗଷ୍ଟ ମାସ ସୁଦ୍ଧା ଡିଗ୍ରୀଧାରୀ ଭିନ୍ନକ୍ଷମ ଛାତ୍ରଛାତ୍ରୀ। ନିର୍ଦ୍ଧାରିତ ବୟସସୀମା ଓଡ଼ିଶାରୁ ୭,୨୨୮୩୯ ଜଣ ଅବେଦନକାରୀ ପଞ୍ଜୀକୃତ ରହିଥିବା ବେଳେ କାର୍ଡ ନଥିବାରୁ ତାହା ମଧ୍ୟ ସମୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩,୮୯୯୩୨ ଚାଲିଯାଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ୯୫୧ ଆବେଦନ ଖାରଜ ହୋଇଛି। ବର୍ତ୍ତମାନ ସୁଦ୍ଧାକାର୍ଡ ଜାରି କରାଯାଇଛି। ଏବଂ ୧ଲକ୍ଷ ୯୦ଜାର ସେହିପରି ମେଡିକାଲ ବୋର୍ଡରୁ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ଭିନ୍ନକ୍ଷମମାନଙ୍କୁ ନିରାଶ ହେବାକୁ

Related Posts