ବଜେଟ୍ 2022: ଜାଣନ୍ତୁ କଣ ହେବ ଶସ୍ତା ଓ କଣ ହେବ ମହଙ୍ଗା

ଅର୍ଥମନ୍ତ୍ରୀ ସୀତାରମଣ ଆଜି ଚତୁର୍ଥ ବଜେଟ୍ ଉପସ୍ଥାପନ କରିଛନ୍ତି | ଆଜିର ବଜେଟରେ ଅନେକ ବଡ ଘୋଷଣା କରାଯାଇଛି | ବଜେଟର ଉପସ୍ଥାପନା ପରେ କିଛି ସାମଗ୍ରୀ ମହଙ୍ଗା ହେବ ଏବଂ କିଛି ସାମଗ୍ରୀ ଶସ୍ତା ହୋଇଯିବ |

ବଜେଟରେ କେଉଁ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇବ ଏବଂ କେଉଁ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ |

ଶସ୍ତା ସାମଗ୍ରୀ :

ବିଦେଶରୁ ଆସୁଥିବା ଯନ୍ତ୍ରଗୁଡ଼ିକ ଶସ୍ତା ହେବ
ବସ୍ତ୍ର ଏବଂ ଚମଡ଼ା ସାମଗ୍ରୀ ଶସ୍ତା ହେବ
ଚାଷ ଉପକରଣ ଶସ୍ତା ହେବ
ମୋବାଇଲ୍ ଚାର୍ଜର୍
ଚପଲ ଆଉ ଜୋତା
ହୀରା ଅଳଙ୍କାର
ପ୍ୟାକିଙ୍ଗ ବାକ୍ସ

ମହଙ୍ଗା ଦ୍ରବ୍ୟ:

ଛତା
ମିଶ୍ରିତ ଇନ୍ଧନ
କୃତିମ ଅଳଙ୍କାର

Related Posts