ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ପାଇବେ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପାଇବେ ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର | ଦକ୍ଷ ରାଜନୈତିକ ବ୍ୟକ୍ତିତ୍ୱ ଭାବେ ସମ୍ମାନଜନକ ଶ୍ରୀ ସରସ୍ବତୀ ଦେବୀ ଜୀବନ-ଜ୍ଞାନ ଗୌରବ ପୁରସ୍କାର ପାଇଁ ସେ ବିବେଚିତ ହୋଇଛନ୍ତି ।

ଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦଶ୍ରୀ ସରସ୍ବତୀ ଦେବୀ ଜୀବନ ଜ୍ଞାନ ଗୌରବ ପୁରସ୍କାର ପାଇବେ ଭୁବନେଶ୍ବର ସାଂସଦଏହା ସହିତ D.LITT ଉପାଧିରେ ସମ୍ମାନିତ ହେବେ । ମହାରାଷ୍ଟ୍ର ରାଜ୍ୟ ପୁନେ ଠାରେ MIT Art, Design & Technology University ଆନୁକୂଲ୍ୟରେ ଆସନ୍ତା 9 ଜାନୁୟାରୀରେ ସାଂସଦ ମହୋଦୟାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

Related Posts