ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀପାବଳି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି- ପ୍ରଧାନମନ୍ତ୍ରୀ । ଦୀପମାନଙ୍କର ସ୍ୱତନ୍ତ୍ର ପର୍ବ ହେବା କାରଣରୁ ଏହାକୁ ଦୀପାବଳି ବା ଦିଓ୍ୱାଲୀ ବୋଲି କୁହାଯାଇଥାଏ । କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ପାଳନ କରାଯାଉଥିବା ଏହି ପର୍ବରେ ଦୀପର ପ୍ରଜ୍ୱଳନ ଅନ୍ଧକାରକୁ ଦୂର କରିଥାଏ । ସମସ୍ତ ଧର୍ମ ସମ୍ପ୍ରଦାୟର ଲୋକେ ଏହାକୁ ଖୁବ ଧୁମଧାମର ସହ ପାଳନ କରିଥାଆନ୍ତି।





