ଉଦ୍ଧବ ଥିଲେ ମାଫିଆ ସିଏମ୍ : ବିଜେପି ନେତା କିରିଟ ସୋମାୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) : ଭାରତୀୟ ଜନତା ପାର୍ଟି (ବିଜେପି) ନେତା କିରିଟ ସୋମାୟା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ “ମାଫିଆ ସିଏମ” ବୋଲି କହିଛନ୍ତି। ସେ ତାଙ୍କ ପୁଅ ନୀଲ ସୋମାୟାଙ୍କ ସହ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଙ୍କୁ ତାଙ୍କ ମନ୍ତ୍ରଣାଳୟ ରେ ଭେଟିବା ପରେ ଉଦ୍ଧବ ଙ୍କୁ ଏପରି ଅକ୍ଷାପ କରିଛନ୍ତି।


କିରିତ୍ ସୋମାୟା ଆଜି ଏକାନଥ ସୀନ୍ଦେ ଙ୍କୁ ଭେଟିବା ପାରେ ଟୁଇଟ୍ କରି ଲେଖିଛନ୍ତି ” ମୁଁ ଆଜି ନୀଲ ସୋମାୟାଙ୍କ ସହ ମହାରାଷ୍ଟ୍ରର ନୂତନ ରିକ୍ସା ବଲା ମୁଖ୍ୟମନ୍ତ୍ରୀ ଏକାନଥ ସୀନ୍ଦେ ଙ୍କୁ ମନ୍ତ୍ରଣାଳୟ ରେ ଭେଟିଲି ଓ ଅଭିନନ୍ଦନ ଜଣାଇଲେ, ମାଫିଆ ମୁଖ୍ୟମନ୍ତ୍ରୀ ଙ୍କୁ ହଟେଇ ଥିବା ରୁ ତାଙ୍କୁ ଧନ୍ୟବାଦ”। ତେବେ ତାଙ୍କର ଏହି ମନ୍ତବ୍ୟ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

Related Posts