କଂଗ୍ରେସ ଛାଡ଼ିଲେ ରଜତ ଚୌଧରୀ

ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ଉପସଭାପତି ରଜତ ଚୌଧୁରୀ | ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ରଜତ |

ଏବେ ପିସିସି ଉପସଭାପତି ଥିବା ରଜତ ପୂର୍ବରୁ ରାଜ୍ୟ ଯୁବ କଂଗ୍ରେସର ସଭାପତି ମଧ୍ୟ ଥିଲେ | ନିର୍ବାଚନ ଠିକ ପୂର୍ବରୁ ଦଳରୁ ରଜତଙ୍କ ଇସ୍ତଫା କଂଗ୍ରେସକୁ ଏକ ବଡ ଝଟକା ବୋଲି କୁହାଯାଉଛି |

Related Posts