ଘୋଷଣା ହେଲା ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା; ଜାଣନ୍ତୁ କାହାକୁ କେଉଁଠି ମିଳିଛି ଟିକେଟ

ଭୁବନେଶ୍ୱର,୩/୪(ସତ୍ୟପାଠ ବ୍ୟୁରୋ): ଘୋଷଣା ହେଲା ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ଆସନ୍ତୁ ଜାଣିବା ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ କିଏ କେଉଁଠାରୁ ପାଇଛନ୍ତି ଟିକେଟ ।

ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ

ବ୍ରଜରାଜନଗର-ଅଳକା ମହାନ୍ତି

ଝାରସୁଗୁଡ଼ା-ଦୀପାଳି ଦାସ

ତଳସରା- ବିନୟ ଟପ୍ପୋ

ସୁନ୍ଦରଗଡ଼- ଯୋଗେଶ ସିଂହ

ରାଜଗାଙ୍ଗପୁର-ଅନୀଲ ବାର୍ଲା

ବଣାଇ- ଭୀମସେନ ଚୌଧୁରୀ

ଯଶୀପୁର- ଚକ୍ରଧର ହେମ୍ବ୍ରମ୍‌

ଉଦଳା- ଶ୍ରନାଥ ସୋରେନ୍‌

ବାରିପଦା- ସାନନ୍ଦ ମାରାଣ୍ଡି

ବଡ଼ସାହି- ଅନସୂୟା ପାତ୍ର

ମୋରଡ଼ା-ପ୍ରୀତିନନ୍ଦା କାନୁନଗୋ

ସୋର- ମାଧବ ଧଡା

ଆଠ ମଲିକ- ନଳିନୀ ପ୍ରଧାନ

ବୀରମହାରାଜପୁର- ପଦ୍ମନାଭ ବେହେରା

ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ

ଫୁଲବାଣୀ- ଜୟଶ୍ରୀ କହଁର

ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା

ତିର୍ତ୍ତୋଲ- ରମାକାନ୍ତ ଭୋଇ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର ଉତ୍ତର- ସୁଶାନ୍ତ ରାଉତ

ଏକାମ୍ର- ଅଶୋକ ପଣ୍ଡା

ଖଲ୍ଲିକୋଟ- ସୂର୍ଯ୍ୟମଣି ବୈଦ୍ୟ

ଆସିକା- ମଞ୍ଜୁଳା ସ୍ୱାଇଁ

ବ୍ରହ୍ମପୁର- ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ

ପାରଳାଖେମୁଣ୍ଡି- ରୂପେଶ ପାଣିଗ୍ରାହୀ

ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ

ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ

ସେହିଭଳି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ମଧ୍ୟ ଘୋଷଣା କରିଛି ବିଜେଡି ।

ବଲାଙ୍ଗିର- ସୁରେନ୍ଦ୍ର ସିଂ ଭୋଇ

ଭଦ୍ରକ- ମଞ୍ଜୁଲତା ମଣ୍ଡଳ

ବରଗଡ଼- ପରିଣୀତା ମିଶ୍ର

ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

କେନ୍ଦୁଝର- ଧନୁର୍ଜୟ ସିଦୁ

Related Posts