ତେଲେଙ୍ଗାନାରେ ଏନକାଉଣ୍ଟର: ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ

ତେଲେଙ୍ଗାନାରେ ଏନକାଉଣ୍ଟର । ଫଳରେ ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ ହୋଇଛନ୍ତି । ତେଲେଙ୍ଗାନା ଓ ଛତିଶଗଡ ସୀମାରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଏଥିସହ ଏନକାଉଣ୍ଟର ସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ତେଲେଙ୍ଗାନା ଗ୍ରେହାଉଣ୍ଡ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏ ନେଇ ତେଲେଙ୍ଗାନା କୋତାଗୁଡମ୍ ଏସପି ସୁନୀଲ ଦତ୍ତ ସୂଚନା ଦେଇଛନ୍ତି ।

Related Posts