ବଦଳିଲେ କଂଗ୍ରେସର ୫ ପ୍ରାର୍ଥୀ; ଜଳେଶ୍ୱରରେ ସୁଦର୍ଶନ ଦାସଙ୍କ ମିଳିଲା ଟିକେଟ

ଭୁବନେଶ୍ୱର,୦୫/୫(ସତ୍ୟପାଠ ବ୍ୟୁରୋ):    ୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଦେଇଛି କଂଗ୍ରେସ।ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ପ୍ରାର୍ଥୀ ବଦଳିଛନ୍ତି। ଜଳେଶ୍ୱରରେ ସୁଦର୍ଶନ ଦାସଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ ବରୀରୁ ଦେବାଶିଷ ନାୟକ, ଆଠମଲିକରେ ହିମାଂଶୁ ଚାଉଳିଆ ନିର୍ବାଚନ ଲଢ଼ିବେ।

୧) ଜଳେଶ୍ୱର – ସୁଦର୍ଶନ ଦାସ

୨) ବରୀ – ଦେବାଶିଷ ନାୟକ

୩) ଆଠମଲ୍ଲିକ – ହିମାଂଶୁ ଚାଉଳିଆ

୪) ଆଠଗଡ଼- ସୁଦର୍ଶନ ସାହୁ

୫) ପୁରୀ – ଉମାବଲ୍ଲଭ ରଥ

Related Posts