ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

ଭୁବନେଶ୍ୱର,  ୮/୪(ସତ୍ୟପାଠ ବ୍ୟୁରୋ):  ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ଥିଲେ ପ୍ରଭାସ । ନବୀନ ନିବାସ ଆସି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । 

୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ ଥିଲେ ପ୍ରଭାସ ସିଂହ । ଚଳିତ ନିର୍ବାଚନ ପାଇଁ ସେ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ପକ୍ଷରୁ ପରିଣୀତା ମିଶ୍ରଙ୍କୁ ଟିକେଟ ଦିଆଯାଇଛି ।

Related Posts