ଦିନ ୧୧ଟା ସୁଦ୍ଧା ଭୁବନେଶ୍ବରରେ ୨୦.୭୨% ଭୋଟିଂ

ଭୁବନେଶ୍ୱର,୨୫/୫(ସତ୍ୟପାଠ ବ୍ୟୁରୋ):   ଭୁବନେଶ୍ୱର ଲୋକସଭା ନର୍ବାଚନମଣ୍ଡଳୀରେ ଦିନ ୧୧ ଟା ସୁଦ୍ଧା ପର୍ଯ୍ୟନ୍ତ ୨୦.୭୨ ପ୍ରତିଶତ ହୋଇଛି ଭୋଟିଂ।

ଭୁବନେଶ୍ୱର କେନ୍ଦ୍ରୀୟ: ୧୬.୫୦%

ଭୁବନେଶ୍ୱର ଉତ୍ତର: ୨୧.୭୦%

ଜଟଣୀ: ୧୪.୨୦% 

ଜୟଦେବ: ୨୪.୩୦% 

ବେଗୁନିଆ: ୨୬.୫୦%

ଖୋର୍ଦ୍ଧା: ୧୯.୭୮%

ଏକାମ୍ରା ଭୁବନେଶ୍ୱର: ୨୧%

ଭୁବନେଶ୍ୱର ଲୋକସଭା ନର୍ବାଚନମଣ୍ଡଳୀ : ୨୦.୭୨%

Related Posts