ନୂଆପଡ଼ା ଉପନିର୍ବାଚନ: ମୋଟ ୬୨୩୧୩ ଭୋଟରେ ଆଗୁଆ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):୧୯ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୬୨୩୧୩ ଭୋଟରେ ଆଗୁଆ ଅଛନ୍ତି। bjp ପ୍ରାର୍ଥୀ ଜୟ ଢୋଲକିଆ ୧୯ ରାଉଣ୍ଡରେ ୯୨୯୪୭ ଭୋଟ୍ ପାଇଥିବା ବେଳେ ତାପଛକୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହି ୩୦୬୩୪ ଭୋଟ୍ ପାଇଛନ୍ତି। ସେପଟେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ସେ ୬୦ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହେବେ ବୋଲି ମନ୍ତ୍ରୀ ରବିନାରାୟଣ ନାଏକ ଦାବୀ କରିଛନ୍ତି।

Related Posts