ବିହାର ବିଧାନସଭା ନିର୍ବାଚନ: ଏନଡିଏ ୧୨୦ ଆସନରେ ଆଗୁଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା । ତେବେ ତାଜା ଟ୍ରେଣ୍ଡ ମୁତାବକ ୨୪୩ରୁ ୧୮୯ ଆସନ ମଧ୍ୟରୁ ଏନଡିଏ ୧୨୦ ଆସନରେ ଆଗୁଆ ଥିବାବେଳେ ମହାଗଠବନ୍ଧନ ୭୪ ଆସନରେ ଆଗୁଆ ଅଛି | ଏନଡିଏର ୧୨୦ ଆସନ ମଧ୍ୟରୁ ଜେଡିୟୁ ୫୪, ବିଜେପି ୫୫, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୧ଟି ଆସନରେ ଆଗୁଆ ଥିବାବେଳେ ଆରଜେଡି ୬୬ ଆସନ, କଂଗ୍ରେସ ୮ଟି ଆସନରେ ଆଗୁଆ ଅଛି |

Related Posts