ଜୟପୁର (ସତ୍ୟପାଠ ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ କୋଟପାଡ଼ ବ୍ଲକର ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠି। ସତ୍ୟନାରାୟଣଙ୍କ ବିଭିନ୍ନ ଠିକଣାରେ ରେଡ୍ ଚାଲିଥିବା ସୂଚନା।
ରେଡରେ ଭିଜିଲାନ୍ସର ୭ ଜଣିଆ ଟିମ ସାମିଲ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ୭ଟି ସ୍ଥାନରେ ଏକକାଳିନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।
