ବାହାରିଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚିଠା – ଜାଣନ୍ତୁ କେଉଁ କେଉଁ ବିଧାୟକଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ବାହାରିଲା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଚିଠା। ତେବେ ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତ କଲେ ରାଜ୍ୟ ସରକାର । ଅନୁଗୁଳ ପାଇଁ ଅଶୋକ ମହାନ୍ତି, ବଲାଙ୍ଗିର- ଲକ୍ଷ୍ମଣ ବାଗ୍‌-ବାଲେଶ୍ବର- ପଦ୍ମଲୋଚନ ପଣ୍ଡା, ବରଗଡ଼- ଅଶ୍ବିନୀ କୁମାର ଷଡ଼ଙ୍ଗୀ-ଭଦ୍ରକ- ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ- କହ୍ନାଇ ଚରଣ ଡାଙ୍ଗ-କଟକ- ଛବି ମଲ୍ଲିକ, ଦେବଗଡ଼- ମନ୍ତ୍ରୀ ସୁରେଶ ପୂଜାରୀ-ଢେଙ୍କାନାଳ- ସୀମାରାଣୀ ନାୟକ, ଗଜପତି- ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ-ଗଞ୍ଜାମ- ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର- ଅମରେନ୍ଦ୍ର ଦାସ-ଯାଜପୁର- ଆକାଶ ଦାଶନାୟକ, ଝାରସୁଗୁଡ଼ା- ଟଙ୍କଧର ତ୍ରିପାଠୀ-କଳାହାଣ୍ଡି- ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ- ଉମା ଚରଣ ମଲ୍ଲିକ-କେନ୍ଦ୍ରାପଡ଼ା- ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର- ଫକୀର ମୋହନ ନାଏକ-ଖୋର୍ଦ୍ଧା- ପ୍ରଶାନ୍ତ କୁମାର ଜଗଦ୍ଦେବ, କୋରାପୁଟ- ରଘୁରାମ ମାଛ-ମାଲକାନଗିରି- ନରସିଂହ ମାଡକାମୀ, ମୟୂରଭଞ୍ଜ- ଭାସ୍କର ମଢେଇ-ନବରଙ୍ଗପୁର- ଗୌରିଶଙ୍କର ମାଝୀ, ନୟାଗଡ଼- ଦୁଷ୍ମନ୍ତ କୁମାର ସ୍ବାଇଁ-ନୂଆପଡ଼ା- ଜୟ ଢୋଲକିଆ, ପୁରୀ- ଓମ୍‌ ପ୍ରକାଶ ମିଶ୍ର-ରାୟଗଡ଼ା- ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର- ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର-ସୁବର୍ଣ୍ଣପୁର- ରଘୁନାଥ ଜଗଦଲା, ସୁନ୍ଦରଗଡ଼- ଦୁର୍ଗା ଚରଣ ତନ୍ତି ବୋଲି ସୂଚନା ମିଳିଛି ।

Related Posts