ଅ‌ାଇପିଏଲ୍‌ ସୂଚୀ ଘୋଷଣା; ମୁମ୍ବାଇ-ଚେନ୍ନାଇ ଉଦ୍‌ଘାଟନୀ ମୁକାବିଲା

ଶେଷରେ ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ ପାଇଁ ସୂଚୀ ଘୋଷଣା ହୋଇଛି। ସବୁ ପ୍ରତୀକ୍ଷାର ଅବସାନ ଘଟାଇ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ରବିବାର ଏହି ସୂଚୀ ପ୍ରକାଶ କରିଛି। ପରମ୍ପରାକୁ ବଜାୟ ରଖି ପୂର୍ବ ସଂସ୍କରଣର ବିଜେତା ଓ ଉପବିଜେତାଙ୍କୁ ପ୍ରଥମେ ମୁହାଁମୁହିଁ ହେବାର ବ୍ୟବସ୍ଥା କରିଛି। ଫଳରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଆବୁଧାବିରେ ଆସନ୍ତା‌ ୧୯ ତାରିଖରେ ଉଦ୍‌ଘାଟନୀ ମୁକାବିଲା ହେବ। କୋଭିଡ୍‌ ମହାମାରୀ ଯୋଗୁଁ ଭାରତ ବାହାରେ ଆୟୋଜିତ ବିଶ୍ବର ଏହି ବୃହତ୍ତମ ଟ୍ବେଣ୍ଟି-୨୦ ଲିଗ୍‌ର ତ୍ରୟୋଦଶ ସଂସ୍କରଣ ୟୁଏଇର ତିନିଟି ଭେନ୍ୟୁ ଦୁବାଇ, ଆବୁଧାବି ଏବଂ ସାର୍‌ଜାରେ ଖେଳାଯିବ। ପ୍ରଥମେ ଲିଗ୍‌ ପର୍ଯ୍ୟାୟର ସୂଚୀ ଘୋଷିତ ହୋଇଛି। ଘୋଷିତ ମୋଟ ୫୬ ଲିଗ୍‌ ମ୍ୟାଚ୍‌ ମଧ୍ୟରେ ୧୦ଟି ଡବଲ୍‌ ହେଡର୍‌ (‌ଦୈନିକ ୨ ଲେଖାଏଁ ମ୍ୟାଚ୍‌) ସ୍ଥାନ ପାଇଛି। ବିଶେଷକରି ସପ୍ତାହର ଶନିବାର ଓ ରବିବାର ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯିବାର ସୂଚୀ ପ୍ରସ୍ତୁତ ହୋଇଛି।

ଆଇପିଏଲ୍‌-୧୩ ସୂଚୀ

ସେପ୍ଟେମ୍ବର ୧୯ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବି
ସେପ୍ଟେମ୍ବର ୨୦ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦୁବାଇ
ସେପ୍ଟେମ୍ବର ୨୧ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୁବାଇ
ସେପ୍ଟେମ୍ବର ୨୨ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ସାର୍‌ଜା
ସେପ୍ଟେମ୍ବର ୨୩ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଆବୁଧାବି
ସେପ୍ଟେମ୍ବର ୨୪ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୁବାଇ
ସେପ୍ଟେମ୍ବର ୨୫ ରାତି ୭.୩୦ ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଦୁବାଇ
ସେପ୍ଟେମ୍ବର ୨୬ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଆବୁଧାବି
ସେପ୍ଟେମ୍ବର ୨୭ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସାର୍‌ଜା
ସେପ୍ଟେମ୍ବର ୨୮ ରାତି ୭.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଦୁବାଇ
ସେପ୍ଟେମ୍ବର ୨୯ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଆବୁଧାବି
ସେପ୍ଟେମ୍ବର ୩୦ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଦୁବାଇ
ଅକ୍ଟୋବର ୧ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଆବୁଧାବି
ଅକ୍ଟୋବର ୨ ରାତି ୭.୩୦ ଚେନ୍ନା‌ଇ ସୁପର କିଙ୍ଗ୍‌ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଦୁବାଇ
ଅକ୍ଟୋବର ୩ ଅପରାହ୍ନ ୩.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍‌ସ ଆବୁଧାବି
ଅକ୍ଟୋବର ୩ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ସାର୍‌ଜା
ଅକ୍ଟୋବର ୪ ଅପରାହ୍ନ ୩.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ସାର୍‌ଜା
ଅକ୍ଟୋବର ୪ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ଦୁବାଇ
ଅକ୍ଟୋବର ୫ ରାତି ୭.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଦୁବାଇ
ଅକ୍ଟୋବର ୬ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ ଆବୁଧାବି
ଅକ୍ଟୋବର ୭ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ଚେନ୍ନା‌ଇ ସୁପର କିଙ୍ଗ୍‌ସ ଆବୁଧାବି
ଅକ୍ଟୋବର ୮ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦୁବାଇ
ଅକ୍ଟୋବର ୯ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ସାର୍‌ଜା
ଅକ୍ଟୋବର ୧୦ ଅପରାହ୍ନ ୩.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆବୁଧାବି
ଅକ୍ଟୋବର ୧୦ ରାତି ୭.୩୦ ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୁବାଇ
ଅକ୍ଟୋବର ୧୧ ଅପରାହ୍ନ ୩.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍‌ସ ଦୁବାଇ
ଅକ୍ଟୋବର ୧୧ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଆବୁଧାବି
ଅକ୍ଟୋବର ୧୨ ରାତି ୭.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ସାର୍‌ଜା
ଅକ୍ଟୋବର ୧୩ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ଦୁବାଇ
ଅକ୍ଟୋବର ୧୪ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ ଦୁବାଇ
ଅକ୍ଟୋବର ୧୫ ରାତି ୭.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସାର୍‌ଜା
ଅକ୍ଟୋବର ୧୬ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆବୁଧାବି
ଅକ୍ଟୋବର ୧୭ ଅପରାହ୍ନ ୩.୩୦ ରାଜସ୍ଥାନ ରୟାଲ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦୁବାଇ
ଅକ୍ଟୋବର ୧୭ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ସାର୍‌ଜା
ଅକ୍ଟୋବର ୧୮ ଅପରାହ୍ନ ୩.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଆବୁଧାବି
ଅକ୍ଟୋବର ୧୮ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଦୁବାଇ
ଅକ୍ଟୋବର ୧୯ ରାତି ୭.୩୦ ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ରାଜସ୍ଥାନ ରୟାଲ୍‌ସ ଆବୁଧାବି
ଅକ୍ଟୋବର ୨୦ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଦୁବାଇ
ଅକ୍ଟୋବର ୨୧ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆବୁଧାବି
ଅକ୍ଟୋବର ୨୨ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଦୁବାଇ
ଅକ୍ଟୋବର ୨୩ ରାତି ୭.୩୦ ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ସାର୍‌ଜା
ଅକ୍ଟୋବର ୨୪ ଅପରାହ୍ନ ୩.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଆବୁଧାବି
ଅକ୍ଟୋବର ୨୪ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ଦୁବାଇ
ଅକ୍ଟୋବର ୨୫ ଅପରାହ୍ନ ୩.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍‌ସ ଦୁବାଇ
ଅକ୍ଟୋବର ୨୫ ରାତି ୭.୩୦ ରାଜସ୍ଥାନ ରୟାଲ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଆବୁଧାବି
ଅକ୍ଟୋବର ୨୬ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସାର୍‌ଜା
ଅକ୍ଟୋବର ୨୭ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ ଦୁବାଇ
ଅକ୍ଟୋବର ୨୮ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆବୁଧାବି
ଅକ୍ଟୋବର ୨୯ ରାତି ୭.୩୦ ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ କୋଲ୍‌କାତା ନାଇଟ୍‌ ରାଇଡର୍ସ ଦୁବାଇ
ଅକ୍ଟୋବର ୩୦ ରାତି ୭.୩୦ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବନାମ ରାଜସ୍ଥାନ ରୟାଲ୍‌ସ ଆବୁଧାବି
ଅକ୍ଟୋବର ୩୧ ଅପରାହ୍ନ ୩.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ଦୁବାଇ
ଅକ୍ଟୋବର ୩୧ ରାତି ୭.୩୦ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନ୍‌ରାଇଜର୍ସ ହାଇଦ୍ରାବାଦ ସାର୍‌ଜା
ନଭେମ୍ବର ୧ ଅପରାହ୍ନ ୩.୩୦ ଚେନ୍ନାଇ ସୁପର କିଙ୍ଗ୍‌ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଆବୁଧାବି
ନଭେମ୍ବରର ୧ ରାତି ୭.୩୦ କୋଲ୍‌କାତା ନାଇଟ୍‌ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍‌ସ ଦୁବାଇ
ନଭେମ୍ବର ୨ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍‌ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆବୁଧାବି
ନଭେମ୍ବର ୩ ରାତି ୭.୩୦ ସନ୍‌ରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍‌ସ ସାର୍‌ଜା

Related Posts