Aug 10 ଅନାସ୍ଥା ପ୍ରସ୍ତାବ ଉପରେ ମୋଦୀଙ୍କ ମନ୍ତବ୍ୟ; କହିଲେ, ‘ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ’ August 10, 2023 | 5:53 PM00
Aug 10 ଅନାସ୍ଥା ପ୍ରସ୍ତାବ ହିଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସଂସଦକୁ ଆସିବାକୁ ବାଧ୍ୟ କରିଛି: ଅଧୀର ରଞ୍ଜନ ଚୌଧୁରୀ August 10, 2023 | 5:26 PM00
Aug 10 ‘ଆର ବର୍ଷକୁ ଅପେକ୍ଷା ନକରି ଚଳିତ ଅଗଷ୍ଟ ମାସରେ ରତ୍ନଭଣ୍ଡାର ଖୋଲନ୍ତୁ ସରକାର’: ସମୀର ମହାନ୍ତି August 10, 2023 | 4:13 PM00
Aug 10 ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତିରେ ରହିବ ନାହିଁ ମୁଖ୍ୟ ବିଚାରପତିଙ୍କ ଭୂମିକା: ରାଜ୍ୟସଭାରେ କେନ୍ଦ୍ର ଆଣିଲା ଏଭଳି ବିଲ୍ August 10, 2023 | 3:21 PM00
Aug 10 ରାଜ୍ୟର ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ, ଉପକୃତ ହେବେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ August 10, 2023 | 3:04 PM00
Aug 10 ମୁଦ୍ରା ନୀତି ଘୋଷଣା କଲା ଆରବିଆଇ: ୬.୫ ପ୍ରତିଶତରେ ରେପୋ ରେଟ୍ ଅପରିବର୍ତ୍ତିତ August 10, 2023 | 1:41 PM00
Aug 10 ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ, ୪ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ August 10, 2023 | 1:25 PM00
Aug 10 ପ୍ରଶାସନ-ସେବାୟତ ବିବାଦର ଅନ୍ତ: ୪୬ ଦିନ ପରେ ହେଲା ମହାପ୍ରଭୁଙ୍କ ବନକଲାଗି ନୀତି August 10, 2023 | 10:37 AM00
Aug 10 କଂଗ୍ରେସର ବଂଶବାଦ ରାଜନୀତି ପାଇଁ ପ୍ରଧାନମନ୍ତ୍ରୀ ହୋଇପାରିଲେନି ଶରଦ ପାୱାର: ପ୍ରଧାନମନ୍ତ୍ରୀ ମୋଦୀ August 10, 2023 | 8:50 AM00
Aug 9 ମୋଦି ସରକାରଙ୍କ ଉପରେ ଲୋକଙ୍କ ଭରସା ଅଛି, ବିଭ୍ରାନ୍ତ କରିବାକୁ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ: ଅମିତ ଶାହା August 9, 2023 | 6:22 PM00
Aug 9 ବଦଳିବ କେରଳ ରାଜ୍ୟର ନାଁ: ନୂଆ ନାଁ ‘କେରଳମ୍’ କରିବାକୁ ବିଧାନସଭାରେ ଗୃହୀତ ହେଲା ପ୍ରସ୍ତାବ August 9, 2023 | 5:17 PM00
Aug 9 ସ୍ମୃତି ଇରାନୀଙ୍କ ବକ୍ତବ୍ୟ ବେଳେ ରାହୁଲ ଫ୍ଲାଇଂ କିସ୍ ଦେଇଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଲାଗି ବାଚସ୍ପତିଙ୍କ ନିକଟରେ ଦାବି କଲେ ବିଜେପିର ମହିଳା ସାଂସଦ August 9, 2023 | 4:11 PM00
Aug 9 ‘ଆଜି ପ୍ରଥମ ଥର ଜଣେ ସାଂସଦ ଭାରତ ମାତାଙ୍କ ମୃତ୍ୟୁ କଥା କହିଲେ ଓ ତାଙ୍କ ଦଳର ସଦସ୍ୟମାନେ ତାଳି ମାରିଲେ’: ସ୍ମୃତି ଇରାନୀ August 9, 2023 | 3:40 PM00
Aug 9 ଏଏସଓ ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ: ଜବାବ ଦାଖଲ ପାଇଁ ଓପିଏସସିକୁ ନିର୍ଦ୍ଦେଶ August 9, 2023 | 1:40 PM00
Aug 9 ‘ମଣିପୁରରେ ହିନ୍ଦୁସ୍ତାନକୁ ହତ୍ୟା କରିଛି ବିଜେପି’: ଅନାସ୍ଥା ଆଲୋଚନାରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ August 9, 2023 | 1:19 PM00
Aug 9 ଶିକାରୀଙ୍କ କବଜାରେ ଶିମିଳିପାଳ: ୧୬୫ ଟି ବନ୍ଧୁକ ଜବତ କରିବା ସହିତ ୨୧ ଶିକାରୀଙ୍କୁ ଗିରଫ କଲା ପୋଲିସ August 9, 2023 | 1:06 PM00
Aug 9 ଅନାସ୍ଥା ଆଲୋଚନା ପୂର୍ବରୁ ବିଜେପି ସାଂସଦଙ୍କ ପ୍ରତିବାଦ: ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଦେଲେ କ୍ଵିଟ୍ ଇଣ୍ଡିଆ ସ୍ଲୋଗାନ August 9, 2023 | 12:42 PM00