Jul 28 ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ବାଲି ଚାଲାଣ ହାଇୱା ଛାଡ଼ିବାକୁ ଲାଞ୍ଚ ନେବାବେଳେ ମାଡି ବସିଲା ଟିମ୍ July 28, 2023 | 1:02 PM00
Jul 28 ଓଡ଼ିଶାରେ କେତେ ଜଣ ପଢୁଛନ୍ତି ମଣିପୁର ଛାତ୍ରଛାତ୍ରୀ?, ୭ ଦିନରେ ତଥ୍ୟ ଦେବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ଉଚ୍ଚଶିକ୍ଷା ବିଭାଗର ଚିଠି July 28, 2023 | 10:25 AM00
Jul 28 ମଣିପୁର ହିଂସା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ: ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି July 28, 2023 | 8:36 AM00
Jul 27 ପୁଣି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ‘ଇଡି’ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ: ସୁପ୍ରିମକୋର୍ଟ କହିଲେ, ‘ସେ କଣ ଏକମାତ୍ର ଯୋଗ୍ୟ ଅଧିକାରୀ କି?’ July 27, 2023 | 8:09 PM00
Jul 27 ପ୍ରିଣ୍ଟିଂ ପ୍ରେସ୍ରୁ ଲିକ୍ ହୋଇଥିଲା OSSC ଜେଇ ସିଭିଲ୍ ମେନ୍ ପରୀକ୍ଷାର ପ୍ରଶ୍ନପତ୍ର; ସୂଚନା ଦେଲେ ବାଲେଶ୍ୱର ଏସ୍ପି ସାଗରିକା ନାଥ July 27, 2023 | 7:44 PM00
Jul 27 ନିଜର କଳା ଇତିହାସକୁ ଲୁଚେଇବାକୁ ‘ୟୁପିଏ’ର ନାଁ ବଦଳେଇ ବିରୋଧୀ ‘ଇଣ୍ଡିଆ’ କରିଛନ୍ତି: ମୋଦି July 27, 2023 | 7:27 PM00
Jul 27 ଅଗଷ୍ଟ ୩ରେ ଆସିବ ଜ୍ଞାନବାପି ସର୍ଭେ ରାୟ, ସେପର୍ଯ୍ୟନ୍ତ ବନ୍ଦ ରହିବ ବୈଜ୍ଞାନିକ ସର୍ଭେ July 27, 2023 | 6:56 PM00
Jul 27 OSSC ଜେଇ ସିଭିଲ୍ ମେନ୍ ପ୍ରଶ୍ନପତ୍ର ଲିକ୍ ମାମଲା; ବିହାରରୁ ମାଷ୍ଟରମାଇଣ୍ଡ ଗିରଫ July 27, 2023 | 2:05 PM00
Jul 27 ଏନସିପି କାହାର?: ଅଜିତଙ୍କ ଆବେଦନ ଉପରେ ଜବାବ ଦେବାକୁ ଶରଦ ପାୱାରଙ୍କୁ ଇସିଙ୍କ ନୋଟିସ July 27, 2023 | 12:08 PM00
Jul 27 କଳା ପୋଷାକ ପିନ୍ଧି ସଂସଦରେ ‘INDIA’ ମେଣ୍ଟର ବିରୋଧ: ଅନାସ୍ଥା ପ୍ରସ୍ତାବ ଓ ମଣିପୁର ପ୍ରସଙ୍ଗରେ ସରକାରକୁ ଘେରିବାକୁ ପ୍ରସ୍ତୁତ କଲେ ରଣନୀତି July 27, 2023 | 11:55 AM00
Jul 27 ଡ୍ରାଇଭର ସଂଘର ଚେତାବନୀ ପରେ ଚେତିଲେ ସରକାର: ଗଠନ ହେଲା ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ବୋର୍ଡ July 27, 2023 | 8:56 AM00
Jul 26 କାମ ଦେଲାନି ଶ୍ରୀମନ୍ଦିର ପ୍ରଶାସନର ଚେତାବନୀ, ଆଜି ବି ହୋଇପାରିଲା ନାହିଁ ମହାପ୍ରଭୁଙ୍କ ବନକଲାଗି ନୀତି July 26, 2023 | 8:05 PM00
Jul 26 କୋଇଲା ଆବଣ୍ଟନ ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ବିଜୟ ଦର୍ଦାଙ୍କୁ ୪ ବର୍ଷ ଜେଲଦଣ୍ଡ July 26, 2023 | 6:33 PM00
Jul 26 ମହିଳା ସଂରକ୍ଷଣ ବିଲ୍ ପାରିତ କରିବାକୁ ରାଜ୍ୟସଭାରେ ଦାବି କଲେ ସାଂସଦ ସସ୍ମିତ ପାତ୍ର July 26, 2023 | 5:57 PM00