ତୃତୀୟ ପର୍ଯ୍ୟାୟରେ ୯ ବିଧାନସଭା ପ୍ରାର୍ଥୀ ଘୋଷଣା କଲେ ନବୀନ

ଭୁବନେଶ୍ୱର,୫/୪(ସତ୍ୟପାଠ ବ୍ୟୁରୋ):  ବିଧାନସଭା ଆସନ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା ବିଜେଡି। ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି।

 ଏହି ତାଲିକାରେ ରେଙ୍ଗାଲିରୁ ସୁଦର୍ଶନ ହରିପାଲ, ରାଉରକେଲାରୁ ସାରଦା ପ୍ରସାଦ ନାୟକ, ବରମିତ୍ରପୁର ରୋହିତ ଯୋଶେଫ ତିର୍କୀ, କେଉଁଝରରୁ ମୀନା ମାଝୀ, ରାଇରଙ୍ଗପୁର ରାଇସିଂ ମୁର୍ମୁ, ବାଲେଶ୍ୱରରୁ ସ୍ୱରୂପ କୁମାର ଦାସ, ବାରବାଟ-କଟକରୁ ପ୍ରକାଶ ଚନ୍ଦ୍ର ବେହେରା, ସାଲେପୁରରୁ ପ୍ରଶାନ୍ତ ବେହେରା ଓ ଜୟଦେବରୁ ନବକିଶୋର ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି ବିଜେଡି।

Related Posts