ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକର ମୃତଦେହ

ରାୟଗଡ଼ା। : ମିଳିଲା ନାଗାବଳୀ ନଦୀରେ ନିଖୋଜ ବାଳକର ମୃତଦେହ । ମୃତକ ଏ. ଅମରେଶର । ଆନ୍ଧ୍ରପ୍ରଦେଶ ରାଜ୍ୟ ପାର୍ବତୀପୁରମ ଜିଲ୍ଲାର ଚଲାପଦା ଗ୍ରାମ ନିକଟରେ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।

ଗତ ୨୫ ତାରିଖ ଦିନ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀର ଝୁଲାପୋଲ ଠାରେ ବାପା ଓ ପୁଅ ଗାଧୋଇବା ସମୟରେ ଭାସି ଯାଇଥିଲେ ଅମରେଶ । ତାଙ୍କୁ ବହୁତ୍ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିପାରିନଥିଲା ।

Related Posts