ବଜେଟ୍ରେ ସ୍ବାସ୍ଥ୍ୟ February 1, 2020 | 9:51 AMsatyapathaଜାତୀୟବଡ ଖବରମୁଖ୍ୟ ଖବର 2025 ସୁଦ୍ଧା ଟିବି ରୋଗ ମୁକ୍ତ ହେବ ଭାରତ ଟିବି ହାରିବ, ଦେଶ ଜିତିବ ଅଭିଯାନ ଆରମ୍ଭ ହେବ ସ୍ବଚ୍ଛ ଭାରତ ଅଭିଯାନ ପାଇଁ 12,300 କୋଟି ଟଙ୍କାର ପ୍ରସ୍ତାବ 2024 ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧୀ କେନ୍ଦ୍ର ଖୋଲାଯିବ 112 ଆକାଂକ୍ଷୀ ଜିଲ୍ଲାରେ ହସ୍ପିଟାଲ ନିର୍ମାଣ କରାଯିବ ପିପିପି ମୋଡରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହେବ ମେଡିକାଲ ବିଶ୍ବବିଦ୍ୟାଳୟ ମେଡିକାଲ ଡିଭାଇସ୍ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ
ଧର୍ମେନ୍ଦ୍ରଙ୍କ ଝାରସୁଗୁଡ଼ା ଗସ୍ତ ପୂର୍ବରୁ ବିଜେଡି-କଂଗ୍ରେସ କର୍ମୀ ଅଟକ, ଥାନା ପରିସରରେ ପ୍ରତିବାଦ August 9, 2026 | 12:35 PM