ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ରିଭଲଭର ଦେଖାଇ ହତ୍ୟା ଧମକ, ବିଜେପି ମଣ୍ଡଳ ସଭାପତି ଅଟକ

ସତ୍ୟପାଠ ବ୍ୟୁରୋ, ୦୪/୦୧: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ରିଭଲଭର ଦେଖାଇହତ୍ୟା ଧମକ ଅଭିଯୋଗରେ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀ ଙ୍କୁ ଗିରଫ କରିଛି ପୋଲିସ। ବାଲୁଗାଁ ସ୍ଥିତ ସ୍ଥି ଚଲିକିାରାଣୀ ଇଂରାଜୀ ମଡିୟମ ି ସ୍କୁଲ ପରିସରରେ ସୋମବାର ଏକ ଶ୍ରେଣୀଗୃହ ଭୂମିପଜୂ ନ ଅବସରରେ ଚଲିକିା ବିଧlୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ବାଲୁଗାଁ ବିଜେଡ଼ିକାର୍ଯ୍ୟକାରୀ ସଭାପତିକୃଷ୍ଣଚନ୍ଦ୍ର ବେହେରାଙ୍କୁହତ୍ୟା ଧମକ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛ। ି ଅଭଯିକ୍ତ ୁ ରଭଲଭର ି ଦେଖାଇ ହତ୍ୟା ଧମକ ଦେଇଥିଲା। ଅଭିଯୁକ୍ତ ସେଠୀଙ୍କୁ ତୁରନ୍ତ ଗିରଫ ଦାବିରେ ବଧିାୟକଙ୍କ ସମେତ ବିଜେଡ଼ିକର୍ମୀମାନେ ବାଲୁଗାଁ ଥାନା ସମ୍ଖମୁରେ ବିକ୍ଷୋଭ କରଥିିଲେ। ଅନ୍ୟପକ୍ଷେ ପଲୁସ୍ି ଅଭଯିକ୍ତ ୁ ତଥା ବାଲୁଗାଁ ବିଜେପି ନଗର ମଣ୍ଡଳ ସଭାପତିନିରଞ୍ଜନି ନ ସେଠୀଙ୍କୁ ବଳମି ୍ବିତ ରାତିରେ ଗିରଫ ଗି କରଛି। ି ଗିରଫ ପରେ ଟାଙ୍ଗୀ ମେଡକିାଲରେ ତାଙ୍କ କୋଭଡ୍ି ଟେଷ୍ଟ କରାଯାଇଛ।ି ପ୍ରକାଶ ଯେ, ସୋମବାର ମଧ୍ୟାହ୍ନରେ ଚଲିକିାରାଣୀ ଇଂରାଜୀ ମଡ଼ିୟମ ି ସ୍କୁଲ ରେ ବିଧାୟକଙ୍କ ଦ୍ୱାରା ଏକ ନୂତନ ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ଭୂମିପୂଜନ

ଚାଲିଥିଲା। ବିଜେଡ଼ି ସମର୍ଥତ ବହୁମହିଳା ଓ ପୁରୁୁଷ ସେଠାରେ ଉପସ୍ଥିତ
ଥିଲେ। ଏତକିବେଳେ ବାଲୁଗାଁ ବିଜେପ ମଣ୍ଡଳ ସଭାପତନ ନିରଞ୍ଜନ ସେଠୀ
ସହଯୋଗୀଙ୍କ ସହ ପହଞ୍ଚିଥିଲେ। ଉପସ୍ଥିତ କର୍ମୀଙ୍କୁ ନିରଞ୍ଜନ ଗାଳିଗଲଜ ୁ
କରିବା ସହ ପାଖରେ ଥିବା ରିଭଲଭର କାଢି ବିଧାୟକ ଜଗଦ୍ଦେବଙ୍କୁ ହତ୍ୟା
ଉଦ୍ଦେଶ୍ୟରେ ତାଙ୍କ ନିକଟକୁ ଯବାକୁ ଉଦ୍ୟମ କତିଥିଲେ। ସେଠାରେ
ଉପସ୍ଥିତ ବାଲୁଗାଁ ବିଜେଡ଼ି କାର୍ଯ୍ୟକାରୀ ସଭାପତ କୃଷ୍ଣଚନ୍ଦ୍ର ବେହେରା
ଅଟକାଇବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିଲା। ସେଠାରେ ଉପସ୍ଥିତ
ପୁଲିସ ନିରଞ୍ଜନଙ୍କୁ କାବୁ କରି ଥାନାକୁ ଆଣିଥିଲେ।

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ବିରୋଧରେ ଦୃ ଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାୟକ ଜଗଦ୍ଦେବଙ୍କ ସମେତ
ବିଜେଡ଼ି କର୍ମୀମାନେ ସ୍ଲୋଗାଣ୍ଡେଇ ପଦଯାତ୍ରାରେ ଯାଇ ବାଲୁଗାଁ ଥାନା ସମ୍ମୁଖରେ ଧାରଣାରେ ବସିଥଲେ।
ଏହାର କ ିଛ ି ସମୟ ପରେ ବିଜେପ ସମର୍ଥତ ମହିଳା ଓ ପରୁୁଷ
ମଧ୍ୟ ଥାନା ନିକଟରେ ପହଞ୍ଚିଥିଲେ। ଫଳରେ ପର ସ୍ଥିତି ିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିିଉଗ୍ରରୂପ ଧାରଣ
କରିଥିଲା। ବାଲୁଗାଁ ପଲିସ ବିଳମ୍ବିତ ରାତିରେ ନଂ.୩/୨୨ରେ ଏକ ମାମଲା ରୁଜୁ କରଛି।

Related Posts