କଳାହାଣ୍ଡିରେ ଲାଲବାହିନୀଙ୍କ ଆତଙ୍କ:ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ଧର୍ମଗଡ: ପୁଣି ନିଜ ଉପସ୍ଥିତି ଜାହିର କରିବା ସହ ମାତ୍ତିଲେ ଲାଲବହିନି । ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ଅତି ନିର୍ମମ ଭାବେ କଲେ ହତ୍ୟା । କଳାହାଣ୍ଡି ଜିଲ୍ଲା ସଦରଥାନା ଯୁଗଶାଇପାଟଣା ଅଞ୍ଚଳ ତଳପଞ୍ଚକୁଲ ଗାଁରେ ଘଟିଛି ଏହି ଘଟଣା ।

ଉକ୍ତ ଗାଁର ଜଣେ ବ୍ୟକ୍ତିକୁ ରାତି ଅଧରେ ଘରୁ ଡାକି ନେଇ ହତ୍ୟା କଲେ ଲାଲବାହିନୀ l ଘଟଣା ସ୍ଥଳରେ ପୋଲିସ ପହଞ୍ଚି କମ୍ବିଂ ଜୋରଦାର କରିଥିବା ବେଳେ ପୋଲିସ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ସୂଚନା ଦିଆଯାଇ ନାହିଁ l

Related Posts