ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ):    ଆସନ୍ତାକାଲି ହିଞ୍ଜିଳିରୁ ନାମାଙ୍କନ ଭାରିବେ ନବୀନ। ଆସନ୍ତା ନିର୍ବାଚନ ପାଇଁ ଆସନ୍ତାକାଲି  ହିଞ୍ଜିଳିରୁ ନାମାଙ୍କନ ଭରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

 ନାମାଙ୍କନ ପୂର୍ବରୁ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ନାମାଙ୍କନପତ୍ର ଦାଖଲ ପରେ  ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି।